ଆଉ ୯ ମୋବାଇଲ୍‌ ଜବତ

ପୁରୀ: ବଡ଼ଦିନ ଅବସରରେ ଆଜି ଶ୍ରୀମନ୍ଦିରରେ ପ୍ରବଳ ଗହଳି ହୋଇଥିଲା। ଏହି ଭିଡ଼ ଭିତରେ ଶ୍ରୀମନ୍ଦିର ପରିସରରେ ଫଟୋ ଉଠାଇବା ବେଳେ ୯ଟି ମୋବାଇଲ ଜବତ କରାଯାଇଛି। ଗତକାଲି ୮ଟି ଜବତ କରାଯାଇଥିବା ବେଳେ ଦୁଇଦିନରେ ସର୍ବମୋଟ ୧୭ଟି ଜବତ କରାଯାଇଛି। ସେଗୁଡ଼ିକୁ ଯାଞ୍ଚ କରାଯିବା ପରେ ୨ଟି ମୋବାଇଲ୍‌ର ଫଟୋ ଇଣ୍ଟରନେଟ୍‌ରେ ଅପ୍‌ଲୋଡ଼୍‌ କରାଯାଇଥିବା ଜଣାପଡ଼ିଛି। ଦୁଇଟି ଯାକ ମୋବାଇଲ ପୂର୍ବଦିନ ଠାରୁ ଜବତ ହୋଇଛି। ଗୁଗୁଲ୍‌ ଡ୍ରାଇଭ୍‌ରୁ … Continue reading ଆଉ ୯ ମୋବାଇଲ୍‌ ଜବତ